ଭାରତର ପବିତ୍ର ସ୍ଥାନମାନଙ୍କରେ ବ୍ୟାପକ ଦୁର୍ନୀତି 

ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଆଜି ତୀର୍ଥଯାତ୍ରୀମାନଙ୍କର ଅଗ୍ରଗତି ଭାରତର ବଡ଼ ବଡ଼ ମନ୍ଦିରମାନଙ୍କୁ ଗୋଟିଏ ବଡ଼ ଧରଣର ଅଙ୍କାବଙ୍କା ରାସ୍ତା ଦେଇ ଏବଂ ଦୁର୍ନୀତି, ପ୍ରଦୂଷଣ ଓ ଦାୟିତ୍ୱହୀନ କାର୍ଯ୍ୟ ଦ୍ୱାରା ଗତି କରୁଛି । ଏହି ଧରଣର ସବୁଠାରୁ ଲମ୍ବା କୁପରିଚାଳନାର ଧାଡ଼ି ଲାଗିଛି ଯେଉଁଥିରେ କି ସବରୀମାଳା ସୁନାଚୋରି ଦୁର୍ନୀତି ଓ ଅପମିଶ୍ରଣର କାହାଣୀ ତିରୁପତି ଲଡୁ ସମ୍ପର୍କରେ ଓ ଏ ଗୋଟିଏ ମିଠା ଯାହାକି ଭାଙ୍ଗି ନଥିବା ପଦାର୍ଥ ଯାହାକି ହେଉଛି ବିଶ୍ୱାସ ଏବଂ ଶତାବ୍ଦୀ ଶତାବ୍ଦୀର ବିଶ୍ୱାସ । ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱାସ କେରଳର ଓ ତାମିଲନାଡୁରୁ ଆସିଛି । ଆସିଛି ମଧ୍ୟ ଓଡ଼ିଶା ଓ ଉତ୍ତରାଖଣ୍ଡରୁ, ଯେଉଁଥିରେ ଶହ ଶହ କୋଟି ଟଙ୍କାର ପ୍ରତିଷ୍ଠାନଗୁଡ଼ିକ ଓ ଏଠିକାର ମୂର୍ତ୍ତିଗୁଡ଼ିକ ଅନେକ ସମୟରେ ହଜି ଯାଉଛନ୍ତି । ଏଠାକାର ବିଭିନ୍ନ ଟ୍ରେଜେରିମାନଙ୍କରେ ଥିବା ଅର୍ଥକୁ ମଧ୍ୟ ଲୁଟି ନିଆଯାଉଛି ଏବଂ ସରକାରଙ୍କର ବିଫଳତା ହେଉଛି ଯାହାକି ଏମାନଙ୍କର ବିଶ୍ୱାସଗୁଡ଼ିକ ନଷ୍ଟ ହେଉଛି । ଯାହାକି ଈଶ୍ୱରଙ୍କର କର୍ତ୍ତୃତ୍ୱ ରହୁନାହିଁ ବୋଲି ଦେଖାଯାଉଛି । ତଥାପି ମଧ୍ୟ ବିଶ୍ୱାସ ହେଉଛି ପ୍ରୋଥିତ, ଏହାକୁ ଦୂର କରିହେବନାହିଁ । ଏତେ ଦୁର୍ନୀତି ସତ୍ତେ୍ୱ ଲୋକମାନଙ୍କର ବିଶ୍ୱାସ ଏବେ ରହିଛି । ଏହି ମନ୍ଦିରମାନଙ୍କର ପରିଚାଳନା ନୂଆ ନୁହେଁ । ଏହାକୁ ଗୋଟିଏ ଗୋଲ୍ଡ ଗେଟ୍‌ ବୋଲି କୁହାଯାଇପାରେ । ଏଥିରେ ଅନେକ ପରିମାଣରେ ଫାଙ୍କା ରହିଛି, ଯାହାକି ସରକାରଙ୍କର କଥାରେ ରହିପାରେ । ଯାହାକୁ ଆମେ ପ୍ରଶଂସା କରୁ ଗୋଟିଏ ପଦାର୍ଥଗତ ଆଶ୍ଚର୍ଯ୍ୟ ବୋଲି ।

     ଏଥିରେ ଗୋଟିଏ ବାର୍ଷିକ ଚାଲୁଥିବା ଦ୍ରବ୍ୟ ଉପରେ କୋଟି କୋଟି ଲୋକଙ୍କର ବିଶ୍ୱାସ ରହୁଛି । ସେଥିପାଇଁ ଗଭୀର ଜଙ୍ଗଲ ଭିତରେ ଏବଂ ଯେଉଁଠି ବଡ଼ ଧରଣର ପାହାଡ଼ରେ ମନ୍ଦିରମାନ ରହିଛି । ସେଗୁଡ଼ିକ ଆସିଥିଲେ ଦେଖିବାକୁ ଯେ, ସେଗୁଡ଼ିକ କିପରି ବଡ଼ ଧରଣର ପଦ୍ଧତିରେ ରହୁଛନ୍ତି । ଏଗୁଡ଼ିକ ହେଉଛି ଏକ ପଦ୍ଧତି ଯାହା ଏକା ସାଙ୍ଗରେ ଯୋଡ଼ା ଯାଇଛି ବିଭିନ୍ନ ପ୍ରକାର ପଦ୍ଧତି ଅନୁସାରେ, ଯାହାକି ଅସ୍ପଷ୍ଟ ପଦ୍ଧତି ଓ ରାଜନୈତିକ ଦୃଷ୍ଟିକୋଣରୁ ଏଗୁଡ଼ିକ ପ୍ରଭାବିତ । ସେଥିରେ ନିଷ୍ପତ୍ତି ନେବାର ପଦ୍ଧତି ମଧ୍ୟ ସ୍ୱତନ୍ତ୍ର । ଏହାର ମୂଳକଥା ହେଉଛି ଯେ, ଗୋଟିଏ ଅଲଗା ଧରଣର ଘଟଣା ଘଟୁଛି ଯେଉଁଥିରେ ମନ୍ଦିରର ସ୍ୱର୍ଣ୍ଣ ଓ ଏକ ବିବାଦୀୟ ପଦାର୍ଥ ବିଭିନ୍ନ ନ୍ୟାୟିକ ପ୍ରକ୍ରିୟାରେ ସମ୍ପୃକ୍ତ ରହୁଛି । ଏ ସମ୍ପର୍କରେ ଗୋଟିଏ ଅପରାଧୀକ ତଦନ୍ତ ଚାଲିଛି ଏବଂ ଏଥି ସମ୍ପର୍କରେ ଲୋକମାନଙ୍କର କ୍ରୋଧ ମଧ୍ୟ ବଢୁଛି । ଏହି ଧରଣର ସଂକଟ ଘଟିଥିଲା ଯେତେବେଳେ ଅନୁସନ୍ଧାନ ଚାଲିଥିଲା । ଏ ସମ୍ପର୍କରେ ଅନୁସନ୍ଧାନରେ ଦେଖାଯାଇଥିଲା କେମିତି ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ ରେକର୍ଡ କରିଥିଲା ଏବଂ ପରିଚାଳନା କରିଥିଲା ମନ୍ଦିରର ସ୍ୱର୍ଣ୍ଣ ଖଚିତ ଢ଼ାଞ୍ଚା ଉପରେ । ଏଥିପାଇଁ ପ୍ୟାନେଲିଷ୍ଟମାନେ ଯୋଡ଼ିଥିଲେ ବିଭିନ୍ନ ପ୍ରକାରର ଗର୍ଭଗୃହର ଦ୍ୱାର ସମ୍ପର୍କରେ ଏବଂ ପିଲର ସମ୍ପର୍କରେ । ସେଥିରେ ଦ୍ୱାରପାଳମାନେ ବିଭିନ୍ନ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ମୂଳତଃ ଏଗୁଡ଼ିକ ୧୯୯୮-୯୯ ପୁନଃଗଠନରେ ଦେଖାଯାଇଥିଲା ଏଗୁଡ଼ିକ ୨୦୧୯ରେ ପୁନଃଗଠିତ ହେବ ବୋଲି । କିନ୍ତୁ ଯାହାକୁ ସତର୍କତାର ସହ ଦେଖାଯାଇଥିଲା ଯେ, ଏଗୁଡ଼ିକ ସ୍ୱର୍ଣ୍ଣ ଖଚିତ ବସ୍ତୁମାନ ଯେଉଁମାନେ କି ଆନୁଷ୍ଠାନିକ ଭାବରେ ଲିଖିତ ହୋଇଥିଲା ସାଧାରଣ ତମ୍ବାପାତ୍ର ପରି ୨୦୧୯ରେ । ମହାଜାର ପରି ଗୋଟିଏ ଏଥିପାଇଁ ଅଲଗା ଧରଣର କଥା ହୋଇଥିଲା କେରଳରେ ହାଇକୋର୍ଟ ପରବର୍ତ୍ତୀ କାଳରେ ଏହାକୁ ବର୍ଣ୍ଣନା କରିଥିଲା । ଯେଉଁଟାକି ଗଭୀର ଭାବରେ ସନ୍ଦେହଜନକ ବୋଲି ମନେ ହେଉଥିଲା । ଏ ଧରଣର ଅଲଗା ବର୍ଗୀକରଣ ଉଠାଇଥିଲା ଅନେକ ନାଲି ପତାକାଗୁଡ଼ିକ, ଅନୁସନ୍ଧାନର ରିପୋର୍ଟଗୁଡ଼ିକ କହିଥିଲା ଯେ, ଏଥିପାଇଁ ଗୋଟିଏ ନାଲି ପତାକା ଦେଖାଇଥିଲା ।

 

      ଭିଜିଲାନ୍ସର ରିପୋର୍ଟ ଦେଖାଇଥିଲା ଯେ, ୪୭୫.୯ ଗ୍ରାମର ସ୍ୱର୍ଣ୍ଣଗୁଡ଼ିକ ବାହାର କରାଯାଇଥିଲା, ଯାହାକି ପ୍ଲେଟ୍‌ ହିସାବରେ ଲାଗିଥିଲା । ସେଗୁଡ଼ିକ କେବେହେଲେ ମନ୍ଦିରକୁ ଫେରାଇଦିଆଯାଇନାହିଁ । ଏ ସମ୍ପର୍କରେ ଯେଉଁ ତଦନ୍ତ ଚାଲିଛି ଏବଂ ଏ ସମ୍ପର୍କରେ ଦେଖାଯାଇଛି ଯେ, ପ୍ଲେଟ୍‌ରେ ଲାଗିଥିବା କଥାଗୁଡ଼ିକ ତିରୁମଲ୍ଲା ଦେବସ୍ନାନମ ବୋର୍ଡରୁ ଅଲଗା ହୋଇଛି । ଏ ସମ୍ପର୍କରେ ଭିଜିଲାନ୍ସର ଯେଉଁ ତଦନ୍ତ ହୋଇଥିଲା ତାହା ଦେଖାଉଛି ଯେ, ଏହି ପ୍ଲେଟ୍‌ଗୁଡ଼ିକ ତିରୁମଲ୍ଲା ଦେବସ୍ନାନମ ବୋର୍ଡରୁ ଅଲଗା ଜାଗାକୁ ତାହା ନିଆଯାଇଥିଲା । ଏଥିରେ ଇଲେକ୍ଟ୍ରୋପ୍ଲେଟିଂ କରାଯିବା ପାଇଁ ଓ ଏହି ସମ୍ପର୍କରେ ଗୋଟିଏ ଘରୋଇ ସୁବିଧା କେନ୍ଦ୍ର ଯାହାକି ଛୋଟ ଛୋଟ କେମିକାଲର ସୃଷ୍ଟି ପାଇଁ ଦିଆଯାଇଥିଲା । ଯଦିଓ ଏହା ଆଇନ ବହିର୍ଭୁତ କାର୍ଯ୍ୟ ତଥାପି ମଧ୍ୟ ତାହା କରାଯାଇଥିଲା । ଏହି ଉଚ୍ଚ ମୂଲ୍ୟର କାର୍ଯ୍ୟଗୁଡ଼ିକ ଦିଆଯାଇଥିଲା କେବଳ ମନ୍ଦିରର ସ୍ଥାନମାନଙ୍କରେ ଲଗାଯିବା ପାଇଁ । ମନ୍ଦିର ସମ୍ପର୍କରେ ଏଥିପାଇଁ କଡ଼ା ତତ୍ତ୍ୱାବଧାନ କରାଯାଇଥିଲା । ଏଥିପାଇଁ ଗୋଟିଏ କାର୍ଯ୍ୟ କରିଥିଲା ଯେତେବେଳେ ୪୨୦ ପୃଷ୍ଠାର ଫାଇଲ ଏ ସମ୍ପର୍କରେ ଦିଆଯାଇଥିଲା ଯେ, ଚାଲିଥିବା ସୁନାଛାପ ଦିଆଯାଇଥିବା ମୁଖ୍ୟ ଲକ୍ଷ୍ୟଗୁଡ଼ିକ କିପରି ତିରୁମଲ୍ଲା ଦେବସ୍ନାନମ ବୋର୍ଡରୁ ଅଲଗା ହୋଇଯାଉଛି । ଏଗୁଡ଼ିକ ପୁଣି ଦେଖାଗଲା ଯେତେବେଳେ ଅଦାଲତ ଦ୍ୱାରା ପରିଚାଳିତ ଅନୁସନ୍ଧାନରୁ ଜଣାଗଲା ଯେ ପ୍ରକୃତରେ କ’ଣ ହୋଇଛି । ଏହି ଦସ୍ତାବିଜରେ ଦେଖାଗଲା ଇଞ୍ଜିନିୟରିଂର ଡ୍ରଇଂ କରାଯାଇଛି । ଏଥିରେ ସୁନାରେ ବ୍ୟବହୃତ ରେକର୍ଡ କରାଯାଇଛି । ଏହା ବୁଝିବାକୁ ଆମେ ଅକ୍ଷମ ଯେ, ଯେ ପର୍ଯ୍ୟନ୍ତ ହାଇକୋର୍ଟ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଆଶା କରିନାହିଁ ସେତେବେଳେ ଏ ଫାଇଲ୍‌ଗୁଡ଼ିକ ମଧ୍ୟ ଏଠାରେ ଉପସ୍ଥାପିତ କରାଯିବ । ଗୋଟିଏ କଡ଼ାକଡ଼ି ଧରଣର ଆକଳନରେ ଏହା କୁହାଯାଇଛି ଅଦାଲତରେ ଯେ, ତିରୁମଲ୍ଲା ଦେବସ୍ନାନମ ବୋର୍ଡ ବିଫଳ ହୋଇଛି ତା’ର କର୍ତ୍ତୃତ୍ୱରେ । ଯାହା ଫଳରେ ମନ୍ଦିରର ସମ୍ପତ୍ତିକୁ ରକ୍ଷା କରାଯାଇପାରିନାହିଁ । ଏହାର ଏକମାତ୍ର କାର୍ଯ୍ୟ ହେଉଛି ମନ୍ଦିରର ସମ୍ପତ୍ତିଗୁଡ଼ିକୁ କିପରି ଠିକ୍‌ ଭାବରେ ରଖାଯିବ ଏବଂ ଏଥିରେ ଦେଖାଯାଇଥିଲା ଯେ, ଏଥିପାଇଁ ସମ୍ପତ୍ତିମାନ ସୃଷ୍ଟି ହେବ ଏବଂ ମୂଳ ଦସ୍ତାବିଜଗୁଡ଼ିକ କିଭଳି ଭାବରେ ଠିକ୍‌ କରି ରଖାଯିବ କାଗଜପତ୍ରଗୁଡ଼ିକ କିପରି ଠିକ୍‌ ରହିବ । ଏହି ବୈଠକଗୁଡ଼ିକ ଯେତେବେଳେ ସମ୍ପତ୍ତିଗୁଡ଼ିକ ପ୍ୟାନେଲରେ କାର୍ଯ୍ୟ କରାଯାଇଥିଲା ସେତେବେଳେ ଏହାକୁ କାଢ଼ି ଦିଆଯାଇଥିଲା । ଗୋଟିଏ ଇ-ମେଲ୍‌ ଏ ସମ୍ପର୍କରେ ରଖାଯାଇଥିଲା ଯେଉଁଥିରେ ତଦନ୍ତ କରାଯାଇଥିଲା ।

    ଗୋଟିଏ ଇ-ମେଲ୍‌ ଏ ସମ୍ପର୍କରେ ସୂଚନା ଦେଇଥିଲା ଯେ, ଏଥିପାଇଁ ତଦନ୍ତ କରାଯିବ । ଏହା ସବୁ ଆଶ୍ୱସ୍ତିକରଣର ବାତାବରଣ ସୃଷ୍ଟି କରିଥିଲା । ଏଥିପାଇଁ ଅଦାଲତରେ ମଧ୍ୟ ଗୋଟିଏ ଆବେଦନ କରାଯାଇଥିଲା । ଏଥିପାଇଁ ଯେଉଁ ସ୍ୱତନ୍ତ୍ର ଅନୁସନ୍ଧାନ ଗୋଷ୍ଠୀ ତିଆରି କରାଯାଇଥିଲା ସେଥିରେ ବରିଷ୍ଠ ତିରୁମଲ୍ଲା ଦେବସ୍ନାନମ ବୋର୍ଡର ଅଫିସରମାନେ ରହିଥିଲେ, ଯେଉଁମାନଙ୍କ ଭିତରେ ପୂର୍ବତନ ବୋର୍ଡ ମେମ୍ବରମାନେ ରହିଥିଲେ ଏବଂ ସେଥିପାଇଁ ପ୍ରଶାସନିକ ବ୍ୟକ୍ତିମାନେ ରହିଥିଲେ ମଧ୍ୟ ଏବଂ ସେଥିରେ ଇଞ୍ଜିନିୟରମାନେ ମଧ୍ୟ ଥିଲେ, ଯେଉଁମାନଙ୍କୁ ଅଭିଯୁକ୍ତ ହିସାବରେ କୁହାଯାଇଥିଲା । ଅକ୍ଟୋବର ୧୮, ୨୦୨୫ରେ ହାଇକୋର୍ଟ ସ୍ପଷ୍ଟ ଭାବରେ ସମାଲୋଚନା କରିଥିଲା ଯେ, ତିରୁମଲ୍ଲା ଦେବସ୍ନାନମ ବୋର୍ଡର ଅପରାଧ ମୁଖ୍ୟତଃ ନିଜର ବ୍ୟକ୍ତିଗତ ରେକର୍ଡ ରଖିବା ପାଇଁ କରାଯାଇଛି । ସେଥିପାଇଁ କୁହାଯାଇଥିଲା ଯେ, ଏ ସମ୍ପର୍କରେ ଗୋଟିଏ ବିସ୍ତୃତିକରଣ କରାଯାଇଛି । ଦାତାମାନଙ୍କୁ ସ୍ପଷ୍ଟ ଭାବରେ ସେମାନେ କେତେକ ଗହଣା ଇତ୍ୟାଦି ବା ରତ୍ନ ପଥର ଦେଇଛନ୍ତି ସେ ସମ୍ପର୍କରେ ସେମାନେ ସୂଚନା ଦେବେ ଏବଂ ତାହା କେତେ ପରିମାଣରେ ରହିଛି ବା ହଜିଯାଇଛି ସେ ସମ୍ପର୍କରେ ମଧ୍ୟ କହିବେ । ଏହା ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଠିକ୍‌ ଭାବରେ ରଖାଯାଇଛି । ଯାହା ଆଶା କରାଯାଉଛି ଏହି ସମ୍ପର୍କରେ ଆଶାଜନକ କଦର୍ଯ୍ୟ ରାଜନୀତି ଖେଳୁଛି । ବିରୋଧୀ ଦଳମାନେ ଦାବି କରିଛନ୍ତି ଯେ, ଏଥିରେ ସମ୍ପୂର୍ଣ୍ଣ ଭାବରେ ଅଲଗା କଥା କୁହାଯିବ ଏବଂ ତିରୁମଲ୍ଲା ଦେବସ୍ନାନମ ବୋର୍ଡର ପରିବର୍ତ୍ତନ କରାଯିବ । ତିରୁମଲ୍ଲା ଦେବସ୍ନାନମ ବୋର୍ଡ ଏହାର ସୁରକ୍ଷାରେ କହିଛି ଯେ, ତାହା ଗୋଟିଏ ରାଜନୈତିକ ଉଦ୍ଦେଶ୍ୟ ରୂପେ କୁହାଯାଇଛି । ଏ ସମ୍ପର୍କରେ ଆତ୍ମରକ୍ଷା ପାଇଁ ଯାହା କୁହାଯାଇଛି ସେଥିରେ ଅଭିଯୋଗକୁ ହଟାଇ ଦିଆଯାଇଛି, ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଉଛି ।

     ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଗୋଷ୍ଠୀ ଇତିମଧ୍ୟରେ ଗିରଫ କରିଛନ୍ତି ପୋଟି, ଯାହାଙ୍କୁ ନିଆଯାଇଛି ହାଜତକୁ ଏବଂ ହାଇକୋର୍ଟ ଏହା ମଧ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ଏ ସମ୍ପର୍କରେ ଗୋଟିଏ ଅନୁସନ୍ଧାନ ଚାଲିବ ବୋଲି । ଏହାକୁ ସମ୍ପୂର୍ଣ୍ଣ ଅପରାଧ ବୋଲି କୁହାଯାଉଛି ଯାହାକି ଦୁର୍ନୀତି ନିବାରଣ ଆଇନ ଅନୁସାରେ ବଡ଼ ବୋଲି ଧରାଯିବ । ଭାରତୀୟ ନ୍ୟାୟ ସଂହିତାରେ ଏହାକୁ ଗୋଟିଏ ଜାଲିଆତି ବୋଲି କୁହାଯାଉଛି ଏବଂ ଏହାକୁ ଏକ ଅପରାଧୀକ ଓ ବିଶ୍ୱାସର ଭଙ୍ଗ ବୋଲି କୁହାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ଏହା ସବରିମଲାର ଘଟଣା ସମ୍ପର୍କରେ ଅଧିକ କିଛି କରାଯାଉଛି । ଅନ୍ୟସବୁ ଦେବସ୍ନାନ ବୋର୍ଡ ପରିଚାଳନାକୁ ମନ୍ଦିରରେ ଠିକ୍‌ ଭାବରେ ରଖାଯାଉଛି ଯେମିତି କି କେରଳରେ । ସେଠାରେ ମଧ୍ୟ ଗୁରୁଭାୟୁରୋ ଦେବସୋମ ବୋର୍ଡ ଯେଉଁଠି ୨୦୧୯-୨୦ କେରଳ ଅଡିଟ ରିପୋର୍ଟରେ କୁହାଯାଇଥିଲା । ଏଥିରେ ନିବେଶକମାନେ ଏବଂ ଏଥିରେ ଅଯଥାରେ ଅନେକ ସମ୍ପତ୍ତିମାନ ରହିଛି, ତାହା ସବୁ ସୂଚନା ଦେଇଥିଲା ଯେ, ସବରିମଲାରେ କେବଳ ସବୁଠାରୁ ଦୃଶ୍ୟ ଲକ୍ଷଣମାନ ଦେଖାଯାଇଥାଏ, ଯାହାକି ଗୋଟିଏ ବଡ଼ ଧରଣର ଅନୁଷ୍ଠାନର ସମସ୍ୟା । ବିବେକାନନ୍ଦ ଯିଏକି ଏସ୍‌ଏମ୍‌ଭି ଚ୍ୟାମ୍ବର ଓ ଚେନ୍ନାଇ ଶାଖାର ମୁଖ୍ୟ ଅଟନ୍ତି ଯିଏ ଫିଲ୍ମ କର୍ପୋରେଟମାନଙ୍କ ପରାମର୍ଶଦାତା ଅଛନ୍ତି । ସେ ଗୋଟିଏ ମୋକଦ୍ଦମା କରିଥିଲେ ଯେ, ଏଥିପାଇଁ ବର୍ହିଭୁତ ଅଭିଜ୍ଞତାର ଆବଶ୍ୟକତା ଅଛି । 

ତିରୁପତିର ଲଡୁ


    ତିରୁମଲ୍ଲାଠାରେ ଲଡୁ ହେଉଛି ପ୍ରସାଦ ଅପେକ୍ଷା ଆହୁରି ବଡ଼ । ଏହା ହେଉଛି ଗୋଟିଏ ଐଶ୍ୱରୀକ ଦାନ । ଏହି ଲଡୁକୁ ସମ୍ମାନର ସହ ଘରକୁ ନିଆଯାଇଥାଏ ନିୟୁତ ନିୟୁତ ଲୋକମାନଙ୍କ ଦ୍ୱାରା ପ୍ରତିବର୍ଷ । ଯେଉଁଥିପାଇଁ ଏହାକୁ ଠିକ୍‌ ଭାବରେ କରାଯିବା ଦରକାର । କାରଣ ଏଥିରେ ଅପମିଶ୍ରିତ ଘିଅ ମିଶିଛି ଏବଂ ଏହି ଲଡୁର ଅପମିଶ୍ରଣର ପ୍ରଥମ ସଂକେତ ମିଳିଲା ଯେତେବେଳେ ନିୟମିତ ପରୀକ୍ଷା କରାଗଲା ଓ ଏହି ଘିଅର ଶୁଦ୍ଧତା ସମ୍ପର୍କରେ ପ୍ରଶ୍ନ ଉଠିଲା । ଗତ ଜୁଲାଇ ୨୦୨୪ରେ ୪ଟି ଟ୍ୟାଙ୍କର ଯେଉଁଥିରେ ଘିଅ ଆସୁଥିଲା ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଗଲା । ଯେଉଁଥିରେ ପଶୁ ଚର୍ବି ମିଶିଛି ବୋଲି କୁହାଯାଉଥିଲା । ଏ ସମ୍ପର୍କରେ ନିୟମିତ ପଦ୍ଧତି ଲକ୍ଷ୍ୟ କଲା ଯେ, ସେଥିରେ ନାନା କଥା ନଷ୍ଟ ହେଉଛି । ଅପରପକ୍ଷରେ ଟ୍ୟାଙ୍କରମାନେ ଅତି ସ୍ୱାଭାବିକ ଭାବରେ ନିରବରେ ପଥର ଭଙ୍ଗ କରୁଥିବା ୟୁନିଟ୍‌ମାନଙ୍କୁ ପଠାଇ ଦିଆଗଲା, ଯାହା ପାଖରେ ବୈଷ୍ଣବୀ ଡାଏରୀ ଥିଲା । ଏଣୁ ଏହି ଘିଅରେ ଅପମିଶ୍ରଣ ହେବାର ବହୁତ ସଂକେତ ରହିଛି । ୨୦୧୮ରେ ପୁରୀର ଜଗନ୍ନାଥ ମନ୍ଦିରରେ ରତ୍ନଭଣ୍ଡାରର ଚାବିକାଠିକୁ ନେଇ ନାନା ରକମର ସନ୍ଦେହ ସୃଷ୍ଟି ହୋଇଥିଲା, ଯେଉଁ ସନ୍ଦେହ ଏ ପର୍ଯ୍ୟନ୍ତ ମଧ୍ୟ ଦୂର ହୋଇନାହିଁ । ଏବେ ରତ୍ନଭଣ୍ଡାରରେ ଥିବା ରତ୍ନମାନଙ୍କର ଅନୁସନ୍ଧାନ ଚାଲିଛି ।

    ୨୦୨୫ରେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ପୋଲିସ ପହଞ୍ଚ ଅନେକ ଜାଲ୍‌ ୱେବସାଇଟ୍‌ ଥିବାର ଦେଖିଥିଲା ଯାହା ଭକ୍ତମାନଙ୍କୁ ନାନା ରକମର ଜାଲିଆତିରେ ପକାଉଛି । କାଶୀ ବିଶ୍ୱନାଥ ମନ୍ଦିରରେ ଦେଖାଯାଉଛି ଯେ, ଭକ୍ତମାନଙ୍କୁ ବହୁ ପରିମାଣରେ ଅଧିକ ଅର୍ଥ ଦେବା ପାଇଁ କୁହାଯାଉଛି  । ଏହା ମଧ୍ୟ ବ୍ୟାପକ ଅନୁସନ୍ଧାନର କଥା । ତାମିଲନାଡୁର ମନ୍ଦିରମାନଙ୍କରୁ ଅନେକ ମୂର୍ତ୍ତି ଚୋରି ହୋଇଛି । ବ୍ରିହଦେଶ୍ୱର ମନ୍ଦିରର ସିପୁରାନ୍ଥାନରୁ ଅନେକ ମୂର୍ତ୍ତି ୨୦୦୬ରେ ଚୋରି ହୋଇଛି ଏବଂ ବାହାରକୁ ନିଆଯାଇଛି । ଥାଞ୍ଜାବୁରରୁ ମୁରୁଗାନ ମନ୍ଦିରରୁ ମଧ୍ୟ ମୂର୍ତ୍ତି ଚୋରି ହୋଇଛି । ଏ ପର୍ଯ୍ୟନ୍ତ ପୋଲିସ ଫାଇଲ୍‌ରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ସମାଧାନ ହୋଇନାହିଁ । କେଦାରନାଥ ଯାହାକି ଚାରିଧାମ ମଧ୍ୟରେ ଅନ୍ତର୍ଭୁକ୍ତ, ସେଠାରେ ୨୦୧୩ର ବନ୍ୟା ପୁନର୍ଗଠନ ପାଇଁ ଏବଂ ସେଠାକାର ନୂଆ କୋଠାଗୁଡ଼ିକ ତିଆରି ପାଇଁ ଚାରିଆଡୁ ଅନେକ ସ୍ଥାନ ଏବଂ ଚୁକ୍ତି ଆସିଥିଲା । ବର୍ଷ ବର୍ଷ ଧରି କର୍ମୀମାନେ ତାହା କରିଆସୁଛନ୍ତି, କିନ୍ତୁ ଗଣମାଧ୍ୟମ ଓ ସେଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିପାଇଁ ଚୁକ୍ତିଗୁଡ଼ିକରେ ଅଧିକ ପରିମାଣରେ ଅର୍ଥର ଲଗାଣ କରିଛନ୍ତି । ଯାହା ଫଳରେ କି ଟେଣ୍ଡର ପ୍ରଥାରେ ତ୍ରୁଟି, ଅସ୍ପଷ୍ଟତା, ଯେଉଁ ଦାନ ଦିଆଯାଇଛି ତାକୁ ନ ଦେଖିବା ଏବଂ ଏ ସମ୍ପର୍କରେ ଡିଜିଟାଲାଇଜେସନର ଆବଶ୍ୟକ ଓ ଏହାକୁ ଜୋର୍‌ରେ ତତ୍ତ୍ୱାବଧାନ କରିବା ଆବଶ୍ୟକତା ଅଛି ବୋଲି କୁହାଯାଉଛି । ମୋଟ ଉପରେ ଦେଖିବାକୁ ଗଲେ ଭାରତର ବିଭିନ୍ନ ସ୍ତରମାନଙ୍କରେ ଏହି ଧରଣର ଘଟଣା ବ୍ୟାପକ ଦୁର୍ନୀତିର କଥା କହୁଛି, ଯାହା ଭାରତ ପରି ଏକ ଦେଶର ଏକ ବଦନାମ ବୋଲି କୁହାଯାଇପାରିବ ।


e-mail:kharabelaswain@gmail.com 
ମୋବାଇଲ୍‌ -୯୪୩୭୦୨୦୨୯୦