କି କଥା ବୋଇଲେ ?

କି କଥା ବୋଇଲେ ?


ମଦରୁ ମିଳିଛି ରାଜସ୍ୱ ପ୍ରବଳ
ଗଲା ପାଞ୍ଚ ବରଷରେ
ଏପଟେ ସର୍କାର ନିଇତି ବୋଲନ୍ତି
ନିଶାମୁକ୍ତ କଥା ସୁରେ...
ସବୁ କଥା ପାଣି ଗାରେ...
ଯେମିତି ଲିଭୁଛି ଏଇ ବି ଲିଭିଛି
ବୋଲ ଢକଲମ ପ୍ୟାରେ...