କି କଥା ବୋଇଲେ ?

କି କଥା ବୋଇଲେ ?

ଶଙ୍ଖଦଳ ବାଲା ଖୁରେଇ ବିଦାରି
ନିତି ନିତି ଖାଲି ହେଇ
ଅମୁକ କରିବୁ, ସମୁକ କରିବୁ
କହି, ବୋଲି ଥେଇ ଥେଇ...
ତୁଣ୍ଡେ ଯାହା ଘାଇଁ ଘାଇଁ..
ଅସଲ ବେଳକୁ ତାକତ ବୋଇଲେ
ସର୍ବାଙ୍ଗ ଶରୀରେ ଝାଇଁ...