କି କଥା ବୋଇଲେ ?

କି କଥା ବୋଇଲେ ?


ହବ ହବ ବୋଲି ହଉନି ମୂଳରୁ
ଆଶାରେ ଅଛନ୍ତି ବହୁ
ଜଗି ଜଗି ରହି ଅଣ୍ଟାରେ ରକା ଯେ
ଝରୁନି ଜମାରୁ ମହୁ...
କେତେ ଅପେକ୍ଷା ହେ ଆଉ...
ମନ୍ତିରୀମଣ୍ଡଳ ତା' ତୁଲେ ନିଗମ
ତୁଣ୍ଡେ ଖାଲି ହାଉଯାଉ...