କି କଥା ବୋଇଲେ ?

କି କଥା ବୋଇଲେ ?

ଜଣ ଜଣ କରି ଛାଡୁଛନ୍ତି ଶଙ୍ଖ
ଏବେ ଏବେ ଭଲା କାହିଁ
ନେତାଙ୍କ ସହିତେ ତାଙ୍କ ସେନାପତି
ତୁଣ୍ଡ ବି ଖୋଲନ୍ତି ନାହିଁ...
ଆଉରି ଲାଗିଲେ ଚାଇଁ...
ତୁଣ୍ଡ ଖୋଲିବେ କି ବାଆଜୀ ହୋଇବେ
ପଳେଇ କୁଆଡେ ଧାଇଁ...