ବଡ ଖବର: ବିଜେପିରେ ମିଶିଲେ କୈଳାସ ଗେହଲଟ୍

ବିଜେପିରେ ମିଶିଲେ ଆପର ପୂର୍ବତନ ନେତା କୈଳାଶ ଗେହଲଟ । ଆମ ଆଦମୀ ପାର୍ଟି (ଆପ୍) ଛାଡି ବିଜେପିରେ ସାମିଲ ହେଲେ କୈଳାସ ଗେହଲଟ୍ । ଗତକାଲି ସେ ଆପରୁ ଇସ୍ତଫା ଦେଇଥିଲେ ,ଆଜି ବିଜେପିରେ ଯୋଗ ଦେଇଛନ୍ତି । ଗେହଲଟଙ୍କ ପୂର୍ବରୁ ଆଉ ୩ଜଣ ନେତା ଆପ୍ ଛାଡି ବିଜେପିରେ ମିଶିଥିଲେ । ଆଜି ସକାଳେ ବିଜେପି କାର୍ୟ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ବୈଜୟନ୍ତ ଦିଲ୍ଲୀ ଦାୟିତ୍ୱ ନେବା ପରେ ଏବେ ଚତୁର୍ଥ ୱିକେଟ୍ ପଡିଲା ।