ବିଜେଡ଼ି ନେତାଙ୍କ ନାଁରେ ୱାରେଣ୍ଟ

Biju Janata Dal, Naveen Patnaik

ବିଜେଡ଼ି ନେତାଙ୍କ ନାଁରେ ୱାରେଣ୍ଟ

ଭୁବନେଶ୍ୱର : ଭାଗିରଥି ମାଙ୍ଗାଣ୍ଡିଙ୍କ ହତ୍ୟା ମାମଲାରେ ବିଜେଡ଼ି ନେତା ଏନ ଭାସ୍କର ରାଓଙ୍କୁ ଜୋରଦାର ଝଟକା ଲାଗିଛି  । ରାୟଗଡ଼ା ଏସଡ଼ିଜେଏମ କୋର୍ଟ ତାଙ୍କ ନାଁରେ ଏନବିଡବ୍ଳ୍ୟୁ ଜାରି କରିଛନ୍ତି  । ଅନେକ ଦିନ ପରେ ଏହି ମାମଲା ନେଇ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି  । ଏହାଫଳରେ ଭାସ୍କର ରାଓଙ୍କ ଗିରଫଦାରୀ ସମ୍ଭାବନା ବଢ଼ିଯାଇଛି  । ତେବେ ସେ ଉପର ଅଦାଲତରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି ଜାଣିବାକୁ ମିଳିଛି  ।