ଆଉ ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ
ଆଉ ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ, NAVEEN PATANAIK

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, ବାରବାଟୀ କଟକରୁ ପ୍ରକାଶ ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା, ବାଲେଶ୍ୱରରୁ ସ୍ୱରୂପ ଦାସ, କେନ୍ଦୁଝରରୁ ମୀନା ମାଝୀ, ରାଉରକେଲାରୁ ଶାରଦା ନାୟକ, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଳିକ ଓ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ପ୍ରାର୍ଥୀ ହୋଇଛନ୍ତି ।