୧୩ ପୁଲିସଙ୍କୁ ମିଳିବ ମେଡ଼ାଲ
Police Medal President
ଭୁବନେଶ୍ୱର : ଓଡ଼ିଶାର ୧୩ ପୁଲିସଙ୍କୁ ମେଡ଼ାଲ ମିଳିବ । ଆସନ୍ତୁ ଜାଣିବା କାହାକୁ ମିଳିବ ପୁରସ୍କାର ।
ରାଷ୍ଟ୍ରପତି ମେଡ଼ାଲ
ସୁରେଶ ଦେବ ଦତ୍ତ ସିଂହ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ
ସଚ୍ଚିଦାନନ୍ଦ ରଥ, ଡିଏସପି
ଉଲ୍ଲେଖନୀୟ ସେବା ପାଇଁ ମେଡ଼ାଲ
କୌଶିକ କୁମାର ନାଏକ : ଡେପୁଟି କମାଣ୍ଡାଣ୍ଟ
ସନତ କୁମାର ନାଥଶର୍ମା : ଡିଏସପି
କବିତା ସାହୁ : ଡିଏସପି
ପ୍ରମୋଦ କୁମାର ମହନ୍ତ : କନଷ୍ଟେବଳ
ପ୍ରଦ୍ୟୁମ୍ନ କୁମାର ନନ୍ଦ : ଏସଆଇ
ବବୁଲ ସାମଲ : ଏଏସଆଇ
ସଂଯୁକ୍ତା ପଟ୍ଟନାୟକ : କନଷ୍ଟେବଳ
ହରିବନ୍ଧୁ ଭାତ୍ରା : ଇନସପେକ୍ଟର
ତୋଫାନ ବେହେରା : ହାବିଲଦାର
ପ୍ରାଣକୃଷ୍ଣ ଲେଙ୍କା : ହାବିଲଦାର
ସୁରେଶ ଚନ୍ଦ୍ର ରାଉତ : ହାବିଲଦାର