କେଉଁଠି କିଏ କରିବେ ପତାକା ଉତ୍ତୋଳନ ?

ରାଜ୍ୟପାଳ ହରିବାବୁ କମ୍ଭମପତି : ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ - କଟକ
କନକ ବର୍ଦ୍ଧନ ସିଂହଦେଓ- ପୁରୀ
ପ୍ରଭାତୀ ପରିଡା - ଖୋର୍ଦ୍ଧା
ସୁରେଶ ପୂଜାରୀ - ସୁନ୍ଦରଗଡ
ରବି ନାରାୟଣ ନାୟକ - ସୁବର୍ଣ୍ଣପୁର
ନିତ୍ୟାନନ୍ଦ ଗଣ୍ଡ - କୋରାପୁଟ
କୃଷ୍ଣ ଚନ୍ଦ୍ର ପାତ୍ର- ଜଗତସିଂହପୁର
ପୃଥ୍ୱୀରାଜ ହରିଚନ୍ଦନ - ଯାଜପୁର
ମୁକେଶ ମହାଲିଙ୍ଗ - ରାୟଗଡା
ବିଭୁତି ଭୂଷଣ ଜେନା - ଗଜପତି
କୃଷ୍ଣଚନ୍ଦ୍ର ମହାପାତ୍ର- ବାଲେଶ୍ୱର
ଗଣେଶ ରାମସିଂହ ଖୁଣ୍ଟିଆ - କେଉଁଝର
ସୂର୍ଯ୍ୟବଂଶୀ ସୂରଜ - ନୂଆପଡା
ପ୍ରଦୀପ ବଳ ସାମନ୍ତ - ଢେଙ୍କାନାଳ
ଗୋକୁଳାନନ୍ଦ ମଲ୍ଲିକ୍ - ମାଲକାନଗିରି
ସମ୍ପଦ ଚନ୍ଦ୍ର ସ୍ୱାଇଁ - ନୟାଗଡ
କେନ୍ଦ୍ରାଞ୍ଚଳ ଆରଡିସି - କେନ୍ଦ୍ରାପଡା
ଦକ୍ଷିଣାଞ୍ଚଳ ଏସଡି- ବ୍ରହ୍ମପୁର
ଉତ୍ତରାଞ୍ଚଳ ଏନଡି- ରାଉରକେଲା
କଲେକ୍ଟର ଅନୁଗୁଳ- ଅନୁଗୁଳ
କଲେକ୍ଟର ମୟୁରଭଞ୍ଜ- ବାରିପଦା
କଲେକ୍ଟର ବରଗଡ- ବରଗଡ
କଲେକ୍ଟର ଭଦ୍ରକ- ଭଦ୍ରକ
କଲେକ୍ଟର ବଲାଙ୍ଗୀର- ବଲାଙ୍ଗୀର
କଲେକ୍ଟର ବୌଦ୍ଧ- ବୌଦ୍ଧ
କଲେକ୍ଟର ଦେଓଗଡ- ଦେଓଗଡ
କଲେକ୍ଟର ଗଞ୍ଜାମ- ଛତ୍ରପୁର
କଲେକ୍ଟର ଝାରସୁଗୁଡା- ଝାରସୁଗୁଡା
କଲେକ୍ଟର କଳାହାଣ୍ଡି - କଳାହାଣ୍ଡି
କଲେକ୍ଟର ନବରଙ୍ଗପୁର - ନବରଙ୍ଗପୁର
କଲେକ୍ଟର ସମ୍ବଲପୁର- ସମ୍ବଲପୁର
କଲେକ୍ଟର କନ୍ଧମାଳ- ଫୁଲବାଣୀ