ଦେବାଶିଷଙ୍କ ନାଁ ଆବଶ୍ୟକ ନାହିଁ: ସୁବାସ ସିଂ

ଦେବାଶିଷଙ୍କ ନାଁ ଆବଶ୍ୟକ ନାହିଁ: ସୁବାସ ସିଂ

ବନ୍ଧୁମିଳନ ନିମନ୍ତ୍ରଣକୁ ନେଇ କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା । ସବୁ ନେତାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ରହିବାର ଆବଶ୍ୟକତା ନାହିଁ । ଆହୁରି ଅନେକ ନେତା ଅଛନ୍ତି ,ଯାହାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ନାହିଁ । ଅତୀତରେ ଦୀର୍ଘବର୍ଷ ଦେବାଶିଷ ବାବୁ ସଂଗଠନର ମୁଖ୍ୟ ରହିଛନ୍ତି । ପ୍ରତମ ଥର ବିଜେଡିର ବନ୍ଧୁମିଳନ ହେଉଥିବାରୁ ଆମେ ଖୁସି ।