କଟକ ବାଲିଯାତ୍ରା ପଡିଆକୁ ନେଇ ବିବାଦ 

କଟକ ବାଲିଯାତ୍ରା ପଡିଆକୁ ନେଇ ବିବାଦ 


କଟକ : ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ବିରୋଧ କଲେ ମେୟର ସୁବାସ ସିଂ । କେବଳ ତଳ ପଡିଆରେ ହେବ ଉଚିତ୍ ନୁହେଁ କହିଛନ୍ତି ମେୟର । କାହା ସହ ଆଲୋଚନା ନକରି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି କହିଲେ ବିଜେପି ଜିଲ୍ଲା ସଭାପତି ।