ଅଭିଜିତ୍‌ ମଜୁମ୍‌ଦାର ହେଲେ ଏମ୍ସ ସ୍ଥାନାନ୍ତର

ଅଭିଜିତ୍‌ ମଜୁମ୍‌ଦାର ହେଲେ ଏମ୍ସ ସ୍ଥାନାନ୍ତର

କଟକ:  ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହା ସଙ୍ଗୀତପ୍ରେମୀଙ୍କୁ ଚିନ୍ତାରେ ପକାଇଛି।