ଜମି କେଳେଙ୍କାରୀରେ ଶିକ୍ଷୟିତ୍ରୀ ଗିରଫ

ଜମି କେଳେଙ୍କାରୀରେ ଶିକ୍ଷୟିତ୍ରୀ ଗିରଫ

ଜମି କେଳେଙ୍କାରୀରେ ଶିକ୍ଷୟିତ୍ରୀ ଗିରଫ । ୨ କୋଟି ୮୩ ଲକ୍ଷ ଠକେଇ କରିଥିବା ଅଭିଯୋଗ । ଜଣେ ବିଲ୍ଡର ସହ ମିଶି ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ଲୋକଙ୍କୁ ଠକୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ, ସ୍ୱାମୀଙ୍କ ସହ ୩ ଜଣଙ୍କୁ  ସ୍ଥାନୀୟ ପୋଲିସ ବାନ୍ଧିଛି । ଦୀର୍ଘ ଦିନ ଧରି ଜମି ଲୋଭ ଦେଖାଇ ଲୋକଙ୍କୁ  ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ଶୋଷଣ କରିଚାଲିଥିଲେ ।