ଆଦ୍ୟାଶା ରାଜନଗର ବ୍ଲକ ଟପର 


ରାଜନଗର: ରାଜନଗର ବ୍ଲକ ଘଡିଆମାଳସ୍ଥିତ ସିଦେ୍ଧଶ୍ୱର ହାଇସ୍କୁଲର ଛାତ୍ରୀ ଆଦ୍ୟାଶା ପରିଡା ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି । ଆଦ୍ୟାଶା ଏ-୧ରେ ୫୪୬ନମ୍ବର ରଖିଛନ୍ତି । ଘଡିଆମାଳ ଗ୍ରାମର କମଳାକାନ୍ତ ପରିଡା ଓ ସାବିତ୍ରୀ ମରୀ ପରିଡାଙ୍କ ଝିଅ ଆଦ୍ୟାଶା ଜଣେ ମେଧାବୀ ଛାତ୍ରୀ । ଆଦ୍ୟାଶା ଏହି କୃତିତ୍ୱ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି ।