ପାକ୍ ସପକ୍ଷରେ ସ୍ଲୋଗାନ ଦେଉଥିଲେ ୨ ଜଣ: ଗିରଫ କଲା ପୋଲିସ

 ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଯୁବକଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ସୂଚନାନୁଯାୟୀ, ଭାରତ-ପାକ୍‌ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲେ। ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ। ଏହାପରେ ପୋଲିସ ଏମାନଙ୍କୁ ଗିରଫ କରିବା ବେଳେ, ଲୋକେ କହିଛନ୍ତି ଦେଶଦ୍ରୋହୀ।