ହାର୍ଡକୋର୍ ମାଓବାଦୀ ହିଡମା ଗିରଫ

ହାର୍ଡକୋର୍ ମାଓବାଦୀ ହିଡମା ଗିରଫ

ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା ଧରାପଡ଼ିଲା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ  ପୋଲିସ ଧରିଛି । କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ । କଞ୍ଜମ ଏସିଏମ୍ ଥିଲାବେଳେ ୭ଟି ବଡ଼ ହିଂସାକାଣ୍ଡରେ ତା’ ସମ୍ପୃକ୍ତି ଥିଲା । ହିଡମା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।