ବଜେଟ: ଟଙ୍କାଟିଏ ଆସିବ କୁଆଡ଼ୁ, ଯିବ କୁଆଡ଼େ
ଟଙ୍କାଟିଏ ଆସିବ କୁଆଡ଼ୁ: ଋଣ ଓ ଅନ୍ୟାନ୍ୟ ଦାତା-୨୭ ପ., କର୍ପୋରେସନ ଟିକସ-୧୭ ପ., ଆୟକର-୧୯ ପ., ସୀମା ଶୁଳ୍କ-୪ ପ., କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ., ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ., ଅଣ-ଟିକସ ରାଜସ୍ୱ- ୯ ପ., ଅଣ-ଋଣ ପୁଞ୍ଜି ଆୟ-୧ ପ.
ଟଙ୍କା ଟିଏ ଯିବ କୁଆଡ଼େ: ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୧ ପ., ସୁଧ ଦେୟ- ୧୯ ପ., କେନ୍ଦ୍ରୀୟ ଯୋଜନା- ୧୬ ପ., ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.,କେନ୍ଦ୍ର ପ୍ରାୟୋଜିତ ଯୋଜନା- ୮ ପ.. ପ୍ରତିରକ୍ଷା- ୮ ପ., ସବସିଡି- ୬ ପ., ପେନସନ- ୪ ପ., ଅନ୍ୟାନ୍ୟ ଖର୍ଚ୍ଚ: ୯ପ.