ମାଟି ତଳୁ ମିଳିଲା ସଂଘମିତ୍ରାଙ୍କ ମୃତ ଦେହ

ମାଟି ତଳୁ ମିଳିଲା ସଂଘମିତ୍ରାଙ୍କ ମୃତ ଦେହ

ମାଟି ତଳୁ ମିଳିଲା ସଂଘମିତ୍ରାଙ୍କ ମୃତ ଦେହ । ଅଖା ଭିତରେ ପଶି ମାଟିରେ ପୋତିଥିଲେ ଅଭିଯୁକ୍ତ ପୁରୁଷ ବନ୍ଧୁ । କନଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସୂଚନା ଦେଲେ କମିଶନରେଟ୍ ପୋଲିସ୍ । ୧୦ଲକ୍ଷ ଟଙ୍କା ଝଗଡାରୁ  ହତ୍ୟା କରାଯାିଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଟଙ୍କା ମାଗିବାରୁ ଝଗଡା ହୋଇଥିଲା । ଏଯାବତ୍ ଏକା ହତ୍ୟା କରିଥିବା ପ୍ରମାଣ ମିଳିଛି । ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ ଚାଲିଛି ।