୧୦ଲକ୍ଷ ଟଙ୍କା ଝଗଡାରୁ  ହତ୍ୟା : କମିଶନରେଟ୍ ପୋଲିସ୍

୧୦ଲକ୍ଷ ଟଙ୍କା ଝଗଡାରୁ  ହତ୍ୟା   : କମିଶନରେଟ୍ ପୋଲିସ୍

କନଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସୂଚନା ଦେଲେ କମିଶନରେଟ୍ ପୋଲିସ୍ । ୧୦ଲକ୍ଷ ଟଙ୍କା ଝଗଡାରୁ  ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଟଙ୍କା ମାଗିବାରୁ ଝଗଡା ହୋଇଥିଲା । ଏଯାବତ୍ ଏକା ହତ୍ୟା କରିଥିବା ପ୍ରମାଣ ମିଳିଛି । ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା । ଏକ ମୋଟି ଟଙ୍କାର ବୀମା କରିଥିବା ନେଇ ସୂଚନା ।  ଦୀପକର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ରିପୋର୍ଟ ଆସିବାକୁ ଅଛି ।