ପାକିସ୍ତନରେ ଭୂମିକମ୍ପ ତୀବ୍ରତା ୪.୬ ରେକର୍ଡ

 ପାକିସ୍ତାନରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ । ଭାରତର ବଡ ଆକ୍ରମରେ ପାକିସ୍ତାନ ଅଣ୍ଟା ସଳଖି ଛିଡା ହୋଇନଥିବା ବେଳେ, ପାକିସ୍ତାନ ଉପରେ ଦାଉ ସାଦିଛି ପ୍ରକୃତି । 
ପାକିସ୍ତାନରେ ଆଜି ଦିନ ୧ଟା ୨୬ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ କେତେ କ୍ଷୟକ୍ଷତି ହୋଇଛି, କେତେ ଧନଜୀବନ ନଷ୍ଟ ହୋଇଛି ତାହାର କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଭୁମିକମ୍ପ ହେବା ପରେ ଲୋକେ ଆତଙ୍କୀତ ହୋଇଉଠିଛନ୍ତି  ।