ପୁଣି ରାଜା ଚକ୍ରଙ୍କ ଘରେ ଇଡି ରେଡ୍

ପୁଣି ରାଜା ଚକ୍ରଙ୍କ ଘରେ ଇଡି ରେଡ୍

କେନ୍ଦୁଝର: ପୁଣି ରାଜା ଚକ୍ରଙ୍କ ଘରେ ଇଡି ରେଡ୍ । ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି ଚଢାଉ କରିଛି ଇଡି । ଜଗନ୍ନାଥପୁର ସ୍ଥିତ ବାସଭାବନରେ ଖୋଳତାଡ କରିଛି ଇଡି । କଡା ସୁରକ୍ଷା ବଳୟ ଭିତରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି ।