ଚିଫ୍ ଜେନେରାଲ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ

ଭୁବନେଶ୍ୱର: ଏମସିଏଲ୍ ଚିଫ୍ ଜେନେରାଲ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ । ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମାଙ୍କୁ ଉଠାଇ ନେଲା ସିବିଆଇ । ଭୁବନେଶ୍ୱର ଅଫିସକୁ ନେଇ ପଚରାଉଚରା କରୁଛି ସିବିଆଇ ଟିମ୍ । ୩୦ହଜାର ଯଙ୍କା ଲାଞ୍ଚ ନେଲା ବେଳେ ଉଠାଇଥିବା ସୂଚନା ରହିଛି ।