କି କଥା ବୋଇଲେ?

କି କଥା ବୋଇଲେ?

କାହା ମନ ମିଠା କା ମନ ଆମ୍ବିଳା
ଟିକଟ ବଣ୍ଟନ ପରେ
କିଏ ଖାଉଅଛି ଘିଅ ମୁଆଁ ଏବେ
କାହା ମନ ଶୂଳ ମାରେ...
କାହା ମନ ଝୁରି ମରେ...
ଆଉ କାହା ହୃଦ ଖୁରେଇ ବିଦାରୀ
ହେଇ ହେଇ ଦିନ ସରେ...