ତୁମୁଳ କାଣ୍ଡରେ ବିଧାନସଭା ଯେ

ତୁମୁଳ କାଣ୍ଡରେ ବିଧାନସଭା ଯେ

ତୁମୁଳ କାଣ୍ଡରେ ବିଧାନସଭା ଯେ
ଦୁଲଦୁଲ ଖାଲି ହେଲା
ଗୃହର ଗରିମା ଚୁର୍ଣ୍ଣ ହେଇଗଲା
ଗୋଟାଏ ଦିନରେ ଭଲା...
ଜନତା ବଧିର, କାଲା...
ନିର୍ବାଚିତ କରି ପଠେଇଚନ୍ତି କି
କରିବାକୁ ଏହି ପାଲା...