କି କଥା ବୋଇଲେ?

କି କଥା ବୋଇଲେ?

ନେତାଏ ଏଇଲେ ଖୋଜୁଛନ୍ତି ଛତା
ଟିକେ ମୁଣ୍ଡେଇବା ପାଇଁ
ଯୋଉ ଦଳ ହଉ ଭେଦଭାବ ଭୁଲି
ହଉଚନ୍ତି ଘାଇଁ ଘାଇଁ...
କ୍ଷମତା ନିଶାରେ ବାଇ...
ନେତାଏ ଅଛନ୍ତି ଟାକିକି ଫୁଉଲୁ
କେ ଦିଏରେ ବେଗେ ଧାଇଁ...