ଚପଲ ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି

ଚପଲ ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି

ଆଉ ଦିନ କେଇଟା ପରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଉଠୁଛି ପଡୁଛି ପ୍ରଚାର ମୈଦାନ। ପାଖେଇ ଆସିଲାଣି ଲୋକସଭା ନିର୍ବାଚନୀ ତାରିଖ।  ଏଥିପାଇଁ ଜୋରସୋର୍‌ରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ।  ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଘନ ଘନ ପ୍ରଚାର କରୁଛନ୍ତି। କିଏ କେଉଁ ଢ଼ଙ୍ଗରେ ମାଗୁଛନ୍ତି ଭୋଟ। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। ନିକଟରେ ଏଭଳି ହିଁ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡ ନିର୍ବାଚନ ମଣ୍ଡଳିରେ।