ସିପିଏସଇ-୨୦୨୪ ତୃତୀୟ ପେପର୍ ପରୀକ୍ଷା ଘୁଞ୍ଚିଲା

କମ୍ବାଇଣ୍ଡ ପୋଲିସ୍ ସର୍ଭିସ୍ ଏକଜାମିନେସନ୍ (ସିପିଏସଇ) -୨୦୨୪ ତୃତୀୟ ପେପର୍ ପରୀକ୍ଷା ଘୁଞ୍ଚିଲା  । ଅକ୍ଟୋବର ୬ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ । 
ପୂଜା ଭସାଣ ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓପିଆରବିର ସୂଚନା । ମାତ୍ର ଅକ୍ଟୋବର ୫ର ଦୁଇଟି ପେପର୍ ପରୀକ୍ଷା ପୂର୍ବ ସୂଚୀରେ ହେବ । ତୃତୀୟ ପେପର ଫିଜିକ୍ସ୍ , କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଅକ୍ଟୋବର ୬ତାରିଖ ଦିନ ୧୦ଟାରୁ  ଅପରାହ୍ନ ୧ଟା ଭିତରେ ହେବ ।