ପୋଲିସ୍ ଏସଆଇ ତୃତୀୟ ପେପର୍ ପରୀକ୍ଷା ଘୁଞ୍ଚିଲା

ପୋଲିସ୍ ଏସଆଇ ତୃତୀୟ ପେପର୍ ପରୀକ୍ଷା ଘୁଞ୍ଚିଲା

ପୋଲିସ୍ ଏସଆଇ ତୃତୀୟ ପେପର୍ ପରୀକ୍ଷା ଘୁଞ୍ଚିଲା । ଅକ୍ଟୋବର ୪ର ତୃତୀୟ ପେପର୍ ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର ଫିଜିକ୍ସ୍ , କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଅକ୍ଟୋବର ୬ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ । ପୂଜା ଭସାଣ ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓପିଆରବିର ସୂଚନା । ମାତ୍ର ଅକ୍ଟୋବର ୫ର ଦୁଇଟି ପେପର୍ ପରୀକ୍ଷା ପୂର୍ବ ସୂଚୀରେ ହେବ ।