ଜାଲ୍ ସାର୍ଟିଫିକେଟ୍ ପାଇଁ ୪୨୪ ଶିକ୍ଷକ ନିଲମ୍ବିତ

ଜାଲ୍ ସାର୍ଟିଫିକେଟ୍ ପାଇଁ ୪୨୪ ଶିକ୍ଷକ ନିଲମ୍ବିତ

ଜାଲ୍ ସାର୍ଟିଫିକେଟ୍ ଦେଇ ନିଲମ୍ବିତ ହୋଇଛନ୍ତି ୪୨୪ଜଣ ଶିକ୍ଷକ । ୪୨୪ଜଣଙ୍କୁ ଗଣଶିକ୍ଷା ବିଭାଗ ନିଲମ୍ବନ କରିଛି । ବିଧାୟକ ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଭାବେ ପ୍ରଶ୍ନୋତ୍ତର ଦେଇଛନ୍ତି । ବାଲେଶ୍ୱରର ୧୬ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି  ।