ନିଜସ୍ୱ ଘୋଷଣାନାମାରେ ଚାଷୀ ପଞ୍ଜୀକରଣ କରିହେବ !

ନିଜସ୍ୱ ଘୋଷଣାନାମାରେ ଚାଷୀ ପଞ୍ଜୀକରଣ  କରିହେବ !

ଭୁବନେଶ୍ୱର: ଏଣିକି ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର। ଏବେ ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ।
ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବଂଶାନୁକ୍ରମିକ ପ୍ରମାଣପତ୍ର ଦରକାର ହେଉଥିଲା । କିନ୍ତୁ ଏବେ ଏହା ଦରକାର ପଡିବ ନାହିଁ। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ସଚିବ।