୩୦ ଗ୍ରାମ ପଞ୍ଚାୟତରେ ପଶିଲା ବନ୍ୟା ଜଳ

୩୦ ଗ୍ରାମ ପଞ୍ଚାୟତରେ ପଶିଲା ବନ୍ୟା ଜଳ

ଉତ୍ତର ଓଡ଼ିଶାରେ ବନ୍ୟା । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳ ଉଛୁଳି ଗାଁରେ ପଶିଲା । ପାଖାପାଖି ୩୦ ଗ୍ରାମ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା । ପ୍ରଶାସନ ତରଫରୁ ଲୋକଙ୍କ ଉଦ୍ଧାର ଓ ରିଲିଫ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା । ପୂର୍ବରୁ ବିପଦ ସଙ୍କେତ ପାଇଁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ।