ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିଲେ ସିଆରପିଏଫ୍ ଯବାନ ଗିରଫ
ଗୁପ୍ତଚରଗିରି ପାଇଁ ସିଆରପିଏଫ୍ ଯବାନ ଗିରଫ । ଦିଲ୍ଲୀରୁ ଗିରଫ ହେଲେ ସିଆରପିଏଫ୍ ଯବାନ । ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିଲେ ଯବାନ । ଯବାନ ମୋତିରାମ ଜାଟଙ୍କୁ ଗିରଫ କଲା ଏନ୍ଆଇଏ । ନିକଟରେ ହରିୟାଣାର ୟୁଟ୍ୟୁବ୍ ବ୍ଲଗର୍ ଜ୍ୟୋତି ମଲହୋତ୍ରାଙ୍କୁ ଏନ୍ଆଇଏ ଗିରଫ କରିସାରିଛି । ଜେରା ପରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବା ପରେ ଧୀରେ ଧୀରେ ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଲୋକଙ୍କ ମୁଖା ସାମ୍ନାକୁ ଆସୁଛି ।