ଆମେ ନ୍ୟାୟ ପାଇନୁ : ମମିତାଙ୍କ ବାପାମାଆ

ବଲାଙ୍ଗୀର : ମମିତା ମେହେର ବାପାମାଆଙ୍କ ପ୍ରତିକ୍ରିୟା । ଆମେ ନ୍ୟାୟ ପାଇନୁ, ସିବିଆଇ ତଦନ୍ତ ଚାହୁଁଛୁ । ମୁଖ୍ୟମନ୍ତ୍ରୀ ଡାକିଲେ ନିଶ୍ଚୟ ଭେଟିବାକୁ ଯିବୁ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର କିଛି ଜାଣିଥିବେ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ମାଆ ତୁଳସୀ ମେହେରଙ୍କ ପ୍ରତିକ୍ରିୟା । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ । ମମିତାଙ୍କ ହତ୍ୟାକାରୀ ମୋ ବାପାଙ୍କୁ ମାରିଛି କହିଥିଲେ ଲିପିକା ।