ଓଡିଶାରେ ସାରର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ଓଡିଶାରେ ସାରର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ । ସାରର ଅଭାବ ନାହିଁ । ଅସୁବିଧା ଯୋଗୁଁ କେଉଁଠି ପହଁଞ୍ଚି ନଥାଇପାରେ । ନବୀନ ବାବୁ କେବଳ ଚିଠି ଲେଖନ୍ତି । ପୁର୍ବରୁ ଦିଦି ବି ଚିଠି ଲେଖିଥିଲେ । ହେଲେ ଫଳ କ’ଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମସ୍ତେ ଜାଣିଛନ୍ତି ଫଳାଫଳ କଣ ମିଳିଲା ।