ନୂଆ ମୁଖ୍ୟ ସୂଚନା କମିଶନର ମନୋଜ କୁମାର ପରିଡା

ନୂଆ ମୁଖ୍ୟ ସୂଚନା କମିଶନର ମନୋଜ କୁମାର ପରିଡା

 ନୂଆ ମୁଖ୍ୟ ସୂଚନା କମିଶନର ହେଲେ ମନୋଜ କୁମାର ପରିଡା । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡା । ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ଏହାସହ ପ୍ରାଣବିନ୍ଦୁ ଆଚାର୍ଯ୍ୟ ହେଲେ ସୂଚନା କମିଶନ ସଦସ୍ୟ । କଳ୍ପନା ପଟ୍ଟନାୟକ ଓ ପବିତ୍ର ମଣ୍ଡଳଙ୍କୁ ମଧ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ  କରାଯାଇଛି ।