୫ରେ ପିଜି ମେରିଟ୍ ଲିଷ୍ଟ
ଭୁବନେଶ୍ବର: ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।। ଅଗଷ୍ଟ ୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ କରିବେ ଛାତ୍ରଛାତ୍ରୀ।
ଅଗଷ୍ଟ ୨୦ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ହେବେ। ଅଗଷ୍ଟ ୩୧ରେ ଆସିବ ଦ୍ବିତୀୟ ରାଉଣ୍ଡ ସିଟ୍ ଆଲଟମେଣ୍ଟ ଲିଷ୍ଟ । ସେହିପରି ସେପ୍ଟମ୍ବର ୧୦ରେ ପ୍ରକାଶ ପାଇବ ତୃତୀୟ ପ୍ରର୍ୟ୍ୟାୟ ସିଟ୍ ଆଲଟମେଣ୍ଟ ଲିଷ୍ଟ।