OUAT ଫାର୍ମରେ ମୁଖ୍ୟମନ୍ତ୍ରୀ ହଳକରି ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

OUAT ଫାର୍ମରେ ମୁଖ୍ୟମନ୍ତ୍ରୀ ହଳକରି  ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ
 ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଚାଷୀ ଅକ୍ଷୀ ମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ କରିଛନ୍ତି। । OUAT ଫାର୍ମରେ ମୁଖ୍ୟମନ୍ତ୍ରୀ ହଳକରି  ଧାନ ବୁଣିଛନ୍ତି।