ମୋଦିଙ୍କୁ ଭେଟିଲେ ସିପି ରାଧାକ୍ରୀଷ୍ଣନ୍ 

ମୋଦିଙ୍କୁ ଭେଟିଲେ ସିପି ରାଧାକ୍ରୀଷ୍ଣନ୍ 

ନୂଆଦିଲ୍ଲୀ : ଦିଲ୍ଲୀରେ ପହଁଞ୍ଚିଲେ ସିପି ରାଧାକ୍ରିଷ୍ଣନ୍  ।  ଦିଲ୍ଲୀରେ ପହଁଞ୍ଚିଲେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । ଦିଲ୍ଲୀରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ।  ଆସନ୍ତା କାଲି ଏନଡିଏ ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।