ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ: ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ

ବାଲେଶ୍ୱର: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତୀ ମାମଲାର ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ୍ । ତଦନ୍ତ ପରେ ଘଟଣାର ସତ୍ୟ ସାମ୍ନାକୁ ଆସିବ ।