ଅକ୍ଟୋବର ୪ ଓ ୫ରେ ଏସଆଇ ପରୀକ୍ଷା

ଅକ୍ଟୋବର ୪ ଓ ୫ରେ ଏସଆଇ ପରୀକ୍ଷା

ଭୁବନେଶ୍ୱର : ପୁର୍ବରୁ ଦୁଇ ଦୁଇ ଥର ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଥିବାବେଳେ ଅକ୍ଟୋବର ମାସରେ ଏହି ପରୀକ୍ଷାର ତାରିଖ ଧାର୍ଯ୍ୟ କରାଯାଇଛି । ଓଡିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରକାଶ ପାିଛି ବିଜ୍ଞପ୍ତି । ସୂଚନା ଅନୁଯାୟୀ ଅକ୍ଟୋବର ୪ ଓ ୫ରେ ଏହି ପରୀକ୍ଷା କରାଯିବ । ପରୀକ୍ଷାର୍ଥୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି । ଓଏମଆର ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । ଏସଆଇ ରାଙ୍କର ସମସ୍ତ  ସିପିଏସଇ-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୦ ପରଠାରୁ ଆଡମିଡ୍ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । କ୍ଟୟସଗ୍ଦଷବକ୍ଟ୍ରକ୍ଟକ୍ଷସମର.ଶକ୍ଟଙ୍ଖ.ସଦ୍ଭ ରୁ ଏହି ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।