ପେଟ୍ରୋଲ ପମ୍ପ, ସୁନା ଦୋକାନରେ ଠକେଇ: ମନ୍ତ୍ରୀ

ପେଟ୍ରୋଲ ପମ୍ପ, ସୁନା ଦୋକାନରେ ଠକେଇ: ମନ୍ତ୍ରୀ

ସୁନା ଦୋକାନ ଗୁଡିକରେ ଚଢାଉ ବଢାଇବା ପାଇଁ ନିଦେ୍ର୍ଦଶ ଦେଲେ ମନ୍ତ୍ରୀ । ଅଫିସର ଏବର୍ଷ ଅଧିକ ଚଢାଉ କଲେ ଆଗାମୀ ବର୍ଷ ପୁରସ୍କାର ଦିଆଯିବ । ଯାହା ଆବାଶ୍ୟକ ସେଥିପାଇଁ ସରକାର ସବୁ ସୁବିଧା ସହାୟତା ଯୋଗାଇଦେବେ । 
ବିଭାଗରେ ଖାଲି ଥିବା ପଦବୀ ମଧ୍ୟ ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।