ସରକାରଙ୍କୁ ହାଇକୋର୍ଟଙ୍କ ତଲବ
ଗତବର୍ଷ ଅଗଷ୍ଟ ମାସରୁ ପଦବୀ ଖାଲି ପଡିଛି । ନୁଆ ନିଯୁକ୍ତି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଦଶ । ପ୍ରତି ଜବାବ ପାଇଁ ଏକ ସପ୍ତାହ ଧାର୍ଯ୍ୟ କରିଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପୂରଣ ମାମଲାରେ ତଳବ ।