୩ ପୁଲିସ୍‌ଙ୍କୁ ଗୃହମନ୍ତ୍ରୀ ପଦକ

police

୩ ପୁଲିସ୍‌ଙ୍କୁ ଗୃହମନ୍ତ୍ରୀ ପଦକ

ଭୁବନେଶ୍ୱର : ରାଜ୍ୟର ୩ ପୁଲିସ ଅଫିସରଙ୍କୁ ଗୃହମନ୍ତ୍ରୀ ଦକ୍ଷତା ପଦକ ମିଳିବ  । ଗଜପତିର ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ଗଞ୍ଜାମର ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନାଗିରି ଇନ୍ସପେକ୍ଟର ରିଗାନ କିଣ୍ଡୋ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି  ।