ବଢିଲା ରାଜାଚକ୍ରଙ୍କ ସମସ୍ୟା : ମାଇନ୍ସରେ ଚଢାଉ

ବଢିଲା ରାଜାଚକ୍ରଙ୍କ ସମସ୍ୟା : ମାଇନ୍ସରେ ଚଢାଉ

ବଢିଲା ରାଜାଚକ୍ରଙ୍କ ସମସ୍ୟା ।  କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ହୋଇଛି ଚଢ଼ାଉ। କ୍ରାଇମ୍‌ବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ପରେ ୩ଟି ଦାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି । ଏଥିସହ ବଡ ଧରଣର ହେରଫେର ନେଇ ଡକ୍ୟୁମେଣ୍ଟ ମଧ୍ୟ ମିଳିଛି ।  ସେପଟେ ଜାମିନ୍ ଆବେଦନ ଉପରେ ଶୁଣାଣି ନେଇ ଆଜି ରାଜା ଚକ୍ରଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି ।  ଆସନ୍ତା ୫ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ହେବ। ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କୁ ନେଇ କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲୁ ପୂର୍ବରୁ ଜେରା କରିଥିଲା ।