ଅଂଶୁଘାତରେ ବୃଦ୍ଧ ମୃତ

ଅସହ୍ୟ ଖରାରେ ଟଳିପଡ଼ିଲେ ବୃଦ୍ଧ । ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏ ଘଟଣା ଘଟିଛି । ଘରକୁ ଫେରି ମୁହଁରେ ପହଁଞ୍ଚିବା ମାତ୍ରେ ଜୀବନ ଚାଲିଯାଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଫାସିଡି ଗାଁର ଏମ୍. ରଘୁପାତ୍ର ।  ଡାକ୍ତର ମେଡିକାଲରେ ମୃତ ବୋଲି ଘୋଷଣା କରିଥିଲେ ।   ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।