ଟାର୍ଗେଟରେ କାମ ନସରିଲେ ଆତଙ୍କ

ଟାର୍ଗେଟରେ କାମ ନସରିଲେ ଆତଙ୍କ


ପଞ୍ଚାୟତ ମନ୍ତ୍ରୀ ରବି ନାଏକ ଦେଲେ ବଡ ସୂଚନା  । ସମୟ ଅବଧିରେ କାମ ନସରିଲେ ଦାୟୀ ରହିବେ ଅଫିସର । ଏହାଛଡା ସବୁ ମାସରେ ପ୍ରକଳ୍ପ ଅନୁଧ୍ୟାନ କରି ରିପୋର୍ଟ ଦେବେ ଅଧିକାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତିି ।