ଓଡିଶାର ଦୁଇ ଶିକ୍ଷକ ସମ୍ମାନିତ 

ମାଲକାନାଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ସମ୍ମାନିତ ।  ମାଲକାନାଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ହେଉଛନ୍ତି ବସନ୍ତ ରଣା । କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ ।