ଓଡିଶାରୁ ୯ଜଣଙ୍କୁ ସାହାସିକତା ପଦକ
ଓଡିଶାରୁ ୯ଜଣଙ୍କୁ ମିଳିବ ସାହାସିକତା ପଦକ । ଏସଆଇ ଅମରେଶ ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର ନାୟକଙ୍କ ୁ ମିଳିବ ସାହସିକତା ପଦକ । ଓଏପିଏଫ୍ ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠୀର ମଲ୍ଲିକ , ହାବିଲଦାର ଅଶ୍ୱିନୀ ବାଗଙ୍କୁ ମିଳିବ । କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନୁ୍ୟ ମାଝୀଙ୍କୁ ମିଳିବ ପଦକ ।