ଟ୍ରଅମ୍ପ୍ ବାପୁଡା ଦିନେ କହୁଥିଲା


ସିଧା ରାମ୍ପି ଦେବି ବୋଲି
ହେଲେ ଦେଖିଲାଣି ମୋଦିଙ୍କ ଚମକ
ଚିମ୍ପୁଡି ଆଖିକୁ ଖୋଲି...
ଆହୁରି ପଡିଲେ ନାଲି...
ବିଶ୍ୱ ସମୁଦାୟ ଠାରୁ ଠଣା ଖାଇ
ଚୋବେଇବ ଖାଲି ବାଲି...